https://kanaknews.com/the-lord-jagannath-adapa-mandapa-bije/
ଆଡ଼ପ ମଣ୍ଡପକୁ ବିଜେ କଲେ ମହାପ୍ରଭୁ । ଶରଧାବାଲିରେ ଭକ୍ତିମୟ ପରିବେଶ । ଘଣ୍ଟ ଘଣ୍ଟା, ହୁଳହୁଳିରେ କମ୍ପୁଛି ଶ୍ରୀଗୁଣ୍ଡିଚା ମନ୍ଦିର ।